অর্থ : ସାହିତ୍ୟର ନଅଟି ରସ ମଧ୍ୟରୁ ସପ୍ତମ ରସ
উদাহরণ :
ବିଭତ୍ସ ରସରେ ରକ୍ତ,ମାଂସ ଆଦି ଅରୁଚି ଓ ଘୃଣା ଉତ୍ପନ୍ନ କରୁଥିବା ବସ୍ତୁଗୁଡିକର ବର୍ଣ୍ଣନା ହୋଇଥାଏ
সমার্থক : ବୀଭତ୍ସ ରସ
অন্যান্য ভাষায় অনুবাদ :
অর্থ : ଯାହା ଘୃଣା କରିବା ଯୋଗ୍ୟ
উদাহরণ :
ଭୃଣହତ୍ୟା ଏକ ଘୃଣିତ ଅପରାଧ
সমার্থক : କୁତ୍ସିତ, ଘୃଣାସ୍ପଦ, ଘୃଣିତ, ଘୃଣ୍ୟ, ଜଘନ୍ୟ
অন্যান্য ভাষায় অনুবাদ :
Offensive to the mind.
An abhorrent deed.