ଅର୍ଥ : କିଛି କରିବା ବା ନକରିବା ସମ୍ବନ୍ଧରେ ନିଶ୍ଚିତ ନିର୍ଣ୍ଣୟ
ଉଦାହରଣ :
ଭୀଷ୍ମ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପ୍ରତିଜ୍ଞା କଲେ
ଅନ୍ୟ ଭାଷାରେ ଅନୁବାଦ :
A verbal commitment by one person to another agreeing to do (or not to do) something in the future.
promiseଅର୍ଥ : ଯେଉଁ ଧାରଣା ବା ଜ୍ଞାନ ଦ୍ୱାରା ମନରେ କିଛି ଭ୍ରମ ବା ଦ୍ୱିଧା ରହେ ନାହିଁ
ଉଦାହରଣ :
ଈଶ୍ୱରଙ୍କ ଅସ୍ତିତ୍ୱ ନିର୍ଣ୍ଣୟ କରିବା ବଡ କଷ୍ଟକର କଥା
ସମକକ୍ଷ : ନିର୍ଣ୍ଣୟ, ନିର୍ଦ୍ଧାରଣ
ଅନ୍ୟ ଭାଷାରେ ଅନୁବାଦ :
A position or opinion or judgment reached after consideration.
A decision unfavorable to the opposition.ଅର୍ଥ : ଉଚିତ କିମ୍ବା ଅନୁଚିତ ଇତ୍ୟାଦିକୁ ବିଚାରକରି ଏହା ନିର୍ଣ୍ଣୟ କରିବା କ୍ରିୟା ଯେ ଏହା ଠିକ ଅଥବା ଏଭଳି ହେବା ଉଚିତ
ଉଦାହରଣ :
ସେ ଘରୁ ଅଲଗା ରହିବାପାଇଁ ନିର୍ଣ୍ଣୟ ନେଲା
ସମକକ୍ଷ : ଅବଧାରଣ, ଅବସ୍ଥାପନ, ନିର୍ଣ୍ଣୟ
ଅନ୍ୟ ଭାଷାରେ ଅନୁବାଦ :
The act of making up your mind about something.
The burden of decision was his.ଅର୍ଥ : ନିଶ୍ଚିତ ଭାବରେ
ଉଦାହରଣ :
ଏହି କାମ ଆଜି ଅବଶ୍ୟ ହେବା ଉଚିତ
ଅନ୍ୟ ଭାଷାରେ ଅନୁବାଦ :
Definitely or positively (`sure' is sometimes used informally for `surely').
The results are surely encouraging.