ଅର୍ଥ : ଯେଉଁ ପ୍ରକାରର ରୋଗରେ ଶରୀରରେ ଜ୍ୱଳନ ଅନୁଭୂତ ହୁଏ ଏବଂ କେବେ କେବେ ଶରୀରରେ ଦାନାଭଳି ବାହାରି ଆସେ
ଉଦାହରଣ :
ସେ ଉଷ୍ମାଘାତରେ ବ୍ୟାକୁଳ ହେଉଛି
ସମକକ୍ଷ : ଉଷ୍ମାଘାତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଣିଷକୁ ଛାଡି ଅନ୍ୟ ସ୍ତନ୍ୟପାୟୀମାନଙ୍କର ସେହି ଅବସ୍ଥା ବା ସମୟ ଯେତେବେଳେ ସେମାନଙ୍କର ମୈଥୁନ ଉତ୍ତେଜନା ଏବଂ କାର୍ଯ୍ୟକଳାପ ଚରମସ୍ଥାନରେ ପହଞ୍ଚିଥାଏ
ଉଦାହରଣ :
ଗରମ ଗାଈ ପଛରେ କେତେକ ଷଣ୍ଢ ଦୌଡୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗରମ ସମୟ
ଉଦାହରଣ :
ଖରାରେ ଶୋଷ ଅଧିକ ଲାଗେ
ସମକକ୍ଷ : ଉଷ୍ମ କାଳ, ଖରା, ଗ୍ରୀଷ୍ମ, ଗ୍ରୀଷ୍ମଋତୁ, ଗ୍ରୀଷ୍ମକାଳ
ଅନ୍ୟ ଭାଷାରେ ଅନୁବାଦ :
वह मौसम या समय जब कड़ी धूप होती है।
गर्मी में प्यास अधिक लगती है।ଅର୍ଥ : ସେହି ପ୍ରାକୃତିକ ବିଦ୍ୟୁତ ବା ଅଗ୍ନିରୁ ଉତ୍ପନ୍ନ ହେଉଥିବା ଶକ୍ତି ଯାହା ପ୍ରଭାବରେ ଜିନିଷ ଗରମ ହୋଇ ତରଳେ ବା ବାଷ୍ପରୂପ ହୋଇଯାଏ ଏବଂ ଯାହାର ଅନୁଭବ ଗରମ ବା ଜ୍ୱଳନ ରୂପରେ ହୋଇଥାଏ
ଉଦାହରଣ :
ଭୀଷଣ ତାପ ଯୋଗୁ ତା’ ହାତ ଜଳିଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତରଳ ବା ଗରମ ହୋଇଥିବା
ଉଦାହରଣ :
ମାଆ ତରଳ ଘିଅର ଖାସ୍ତା ଢାଳି ଖିରଗଜା ତିଆରି କରୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗରମ ସୃଷ୍ଟି କରିବା ବା ବଢ଼ାଉଥିବା
ଉଦାହରଣ :
ଏହି କୋଟ୍ ବହୁତ ଗରମ
ଅନ୍ୟ ଭାଷାରେ ଅନୁବାଦ :
Having or producing a comfortable and agreeable degree of heat or imparting or maintaining heat.
A warm body.ଅର୍ଥ : ଯାହା ବହୁତ ଗରମ
ଉଦାହରଣ :
ଥଣ୍ଡା ସମୟରେ ଗରମ ଚା’ ପିଇବାର ମଜା ଅଲଗା
ଅନ୍ୟ ଭାଷାରେ ଅନୁବାଦ :
Hot enough to burn with or as if with a hissing sound.
A sizzling steak.