ଅର୍ଥ : ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ
ଉଦାହରଣ :
ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମନୋରଞ୍ଜନପାଇଁ ଏକତ୍ରିତ ହୋଇଥିବା ଲୋକମାନଙ୍କର ସମୂହ
ଉଦାହରଣ :
ସେ ଖାଇସାରି ପାର୍ଟିରେ ଯୋଗ ଦେଲେ
ସମକକ୍ଷ : ପାର୍ଟି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗତିଶୀଳ ଭିଡ଼ ବା ଚାଲୁଥିବା ଅବସ୍ଥାର ଭିଡ଼ ଯାହା କେଉଁଠାରୁ ଆସୁଥାଏ ବା ଯାଉଥାଏ
ଉଦାହରଣ :
ଲୋକମାନଙ୍କ ଦଳର ଆଗେଆଗେ ଜଣେ ଯୁବକ ଚାଲୁଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର
ଉଦାହରଣ :
ଆପଣ କେଉଁ ଦଳର ?
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛେଳି ବା ମେଣ୍ଢାଆଦି ପଶୁଗୁଡ଼ିକଙ୍କର ଏକ ଦଳ
ଉଦାହରଣ :
ମେଣ୍ଢା ଜଗୁଆଳ ମେଣ୍ଢା ପଲହକୁ ଅଡ଼େଇ ଜଙ୍ଗଲ ଆଡ଼କୁ ଯାଉଛି
ସମକକ୍ଷ : ପଲ୍ହ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବିଶେଷ କାମ, ପ୍ରଦର୍ଶନ, ବ୍ୟବସାୟଆଦିପାଇଁ କରାଯାଇଥିବା କିଛି ଲୋକଙ୍କର ସମୂହ
ଉଦାହରଣ :
ଆମ ସହରକୁ ଚିତ୍ରକୂଟର ରାମଲୀଳା ମଣ୍ଡଳୀ ଆସିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାମ ବା ଉଦ୍ଦେଶ୍ୟ ସାଧନପାଇଁ ଅଭିପ୍ରେତ ଲୋକସମୂହ
ଉଦାହରଣ :
ଆଜିକାଲି ସମାଜରେ ନିତି ନୂଆ ନୂଆ ଦଳ ମୁଣ୍ଡ ଟେକୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ऐसे व्यक्तियों का वर्ग या समूह जो किसी विशिष्ट (अच्छा या बुरा) उद्देश्य की सिद्धि के लिए सङ्घटित हुआ हो और मिल कर काम करता हो।
आजकल समाज में नित्य नये-नये दलों का उदय हो रहा है।ଅର୍ଥ : କିଛି ବିଷୟରେ ବିଚାର-ବିମର୍ଶ କରିବା ବା ଯୋଜନା ପ୍ରସ୍ତୁତ କରିବା ବା କୌଣସି ପ୍ରତିଯୋଗିତାର ନିର୍ଣ୍ଣାୟକ ରୂପେ ଏକତ୍ରୀତ ହୋଇଥିବା କୌଣସି ବିଶେଷ କାର୍ଯ୍ୟନେଇ ଲୋକଙ୍କର ଗୋଷ୍ଠୀ
ଉଦାହରଣ :
ବାଦବିବାଦ ପ୍ରତିଯୋଗିତାରେ ନିର୍ଣ୍ଣାୟକ ଦଳ ନିଜର ଫଳାଫଳକୁ ଆୟୋଜକଙ୍କ ନିକଟକୁ ପଠାଇଦେଲେ
ସମକକ୍ଷ : ପେନେଲ
ଅନ୍ୟ ଭାଷାରେ ଅନୁବାଦ :
A group of people gathered for a special purpose as to plan or discuss an issue or judge a contest etc.
panelଅର୍ଥ : ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ
ଉଦାହରଣ :
ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
ଉଦାହରଣ :
ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
ସମକକ୍ଷ : ଗଣ, ଗୋଠ, ପଲ, ବୃନ୍ଦ, ଯୂଥ, ସମୁଦାୟ, ସମୂହ
ଅନ୍ୟ ଭାଷାରେ ଅନୁବାଦ :
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
खेतों को पशुओं का समुदाय तहस-नहस कर रहा है।A large indefinite number.
A battalion of ants.