অর্থ : କୌଣସି ନୂଆ ବସ୍ତୁ ତିଆରି କରିବା ବା ନୂଆ କଥା ଖୋଜି ବାହାରକରିବା
উদাহরণ :
ଟାଟା କାରର ଚାରିଟା ନୂଆ ମଡ଼େଲ ବାହାରିଛି
সমার্থক : ଆବିଷ୍କାର କରିବା
অন্যান্য ভাষায় অনুবাদ :
कोई नई वस्तु तैयार होना या नई बात का पता चलना।
टाटा से कार के चार नए मॉडल निकले हैं।Make something new, such as a product or a mental or artistic creation.
Her company developed a new kind of building material that withstands all kinds of weather.অর্থ : ଅଲଗା ବା ପୃଥକ କରିବା
উদাহরণ :
ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
সমার্থক : ଅଲଗା କରିବା, ବାଛିବା
অন্যান্য ভাষায় অনুবাদ :
অর্থ : ଏଭଳି କୌଣସି ବସ୍ତୁ ତିଆରି କରିବା କିମ୍ବା ନୂଆ କଥା ବାହାର କରିବା ଯାହା କେହି ପ୍ରଥମେ ଜାଣି ନଥାନ୍ତି
উদাহরণ :
ଏଡିସନ୍ ବିଜୁଳୀ ଆବିଷ୍କାର କରିଥିଲେ
সমার্থক : ଆବିଷ୍କାର କରିବା, ଉଦ୍ଭାବନ କରିବା, ଖୋଜି ବାହାର କରିବା
অন্যান্য ভাষায় অনুবাদ :
कोई ऐसी नयी वस्तु तैयार करना या नई बात ढूँढ़ निकालना जो पहले किसी को मालूम न रही हो।
एडीसन ने बिजली का आविष्कार किया।অর্থ : ପିନ୍ଧା ବସ୍ତୁକୁ ଖୋଲିବା
উদাহরণ :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
অন্যান্য ভাষায় অনুবাদ :
অর্থ : କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
উদাহরণ :
ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
সমার্থক : କାଢ଼ିବା
অন্যান্য ভাষায় অনুবাদ :
অর্থ : ଭିତରେ ପଶିଥିବା ଜିନିଷକୁ ବାହାର କରିବା
উদাহরণ :
ବାରିକ ପାଦର କଣ୍ଟାକୁ ବାହାରକଲା
অন্যান্য ভাষায় অনুবাদ :
অর্থ : କଥାବସ୍ତୁଆଦି ଆରମ୍ଭ କରିବା
উদাহরণ :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
সমার্থক : ଆରମ୍ଭ କରିବା, ଉଠାଇବା
অন্যান্য ভাষায় অনুবাদ :
Take the first step or steps in carrying out an action.
We began working at dawn.অর্থ : ନିସ୍ତାର ବା ଉଦ୍ଧାର କରିବା
উদাহরণ :
ସେ ମୋତେ ଏହି ବିପଦରୁ ଉଦ୍ଧାର କଲା
সমার্থক : ଉତ୍ତାରିବା, ଉଦ୍ଧାର କରିବା
অন্যান্য ভাষায় অনুবাদ :
অর্থ : ଜାରି କରିବା ବା ପ୍ରଚଳନ କରିବା
উদাহরণ :
ସରକାର ନୂଆ ଡାକଟିକଟ ପ୍ରଚଳନ କଲେ
সমার্থক : ଜାରି କରିବା, ପ୍ରଚଳନ କରିବା
অন্যান্য ভাষায় অনুবাদ :
जारी करना या उपलब्ध कराना।
सरकार ने नया डाक टिकट निकाला है।অর্থ : ଖୋଜିକରି ଆଗରେ ରଖିବା
উদাহরণ :
ପୋଲିସ ଚୋର ଘରୁ ଚୋରି ମାଲ ବାହାରକଲେ
সমার্থক : ଜବତ କରିବା
অন্যান্য ভাষায় অনুবাদ :
ढूँढ़कर सामने रखना।
पुलिस ने चोर के घर से चोरी के माल निकाले।অর্থ : ରେଖା ପରି ସିଧାରେ ଦୂର ପର୍ଯ୍ୟନ୍ତ ଯାଇଥିବା ବସ୍ତୁର ନିର୍ମାଣ କରିବା
উদাহরণ :
ସରକାର ଏହି ବନ୍ଧରୁ ଆଉ ଏକ କେନାଲ ବାହାର କଲେ
অন্যান্য ভাষায় অনুবাদ :
रेखा के समान दूर तक जाने वाली वस्तु का निर्माण करना।
सरकार ने इस बाँध से एक और नई नहर निकाली।