অর্থ : ଅନୁଭବ ବା ସମ୍ବେଦନା ଆଦିରେ ଜ୍ଞାନ ପ୍ରାପ୍ତ କରିବା
উদাহরণ :
ପ୍ରସବ ବେଦନା ବାଞ୍ଝ କି ଜାଣେ
সমার্থক : ବୁଝିବା
অন্যান্য ভাষায় অনুবাদ :
Have firsthand knowledge of states, situations, emotions, or sensations.
I know the feeling!.অর্থ : ଅଭିଜ୍ଞ କିମ୍ବା ପରିଚିତ ହେବା
উদাহরণ :
ସଂସାରରେ ଯେକୌଣସି ବ୍ୟକ୍ତି ସବୁ ବିଷୟ ଭଲ ଭାବରେ ଜାଣନ୍ତି ନାହିଁ ମୁଁ ଏବେ ଜାଣିଲି ଯେ ସେ ଲେଖାପଢ଼ା ଜାଣେନାହିଁ
সমার্থক : ଅଭିଜ୍ଞ ହେବା, ଜ୍ଞାନ ହେବା, ପରିଚିତ ହେବା
অন্যান্য ভাষায় অনুবাদ :
अभिज्ञ या परिचित होना।
मैंने अभी जाना कि वह पढ़ा-लिखा नहीं है।অর্থ : କୌଣସି ବ୍ୟକ୍ତି, ବସ୍ତୁ ଆଦି ସହ ପୂର୍ବରୁ ପରିଚିତ ହେବା
উদাহরণ :
ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
সমার্থক : ଚିହ୍ନିବା
অন্যান্য ভাষায় অনুবাদ :
Be familiar or acquainted with a person or an object.
She doesn't know this composer.অর্থ : କୌଣସି ପ୍ରଣାଳୀ ବା ପ୍ରକ୍ରିୟାର ଅନୁସରଣ କରିବା ବା କୌଣସି ମାର୍ଗ ଆପଣେଇବା
উদাহরণ :
ଏହି ଖବର ଆପଣଙ୍କଦ୍ୱାରା ଜାଣିଲି ସେ ଅନେକ ସମସ୍ୟା ଅଙ୍ଗେ ନିଭେଇଛି
সমার্থক : ଅଙ୍ଗେ ନିଭେଇବା, ଅନୁଭବ କରିବା, ଉପଲବ୍ଧି କରିବା
অন্যান্য ভাষায় অনুবাদ :
অর্থ : କୌଣସି ଗୁଣକୁ ଦର୍ଶାଇବା ବା ଯେପରି କଲେ କାହାରି ମହତ୍ତ୍ୱ,ଗୁଣ ଆଦି ପ୍ରକାଶିତ ହୁଏ
উদাহরণ :
ବେଶପୋଷାକରୁ ଯେ ମଣିଷକୁ ଚିହ୍ନିବା, ମୁଁ ଏକଥା ମାନିବିନାହିଁ
সমার্থক : ଚିହ୍ନିବା
অন্যান্য ভাষায় অনুবাদ :
* गुण दर्शाना या ऐसा करना कि किसी का महत्त्व, गुण आदि झलके।
मैं नहीं मानता कि कपड़े से आदमी की पहचान होती है।