অর্থ : ଚାଲୁହେବା ବା ରହିବାର ପ୍ରକ୍ରିୟା, ଅବସ୍ଥା ବା ଭାବ
উদাহরণ :
କିଛି ସମୟ ପର୍ଯ୍ୟନ୍ତ ଚାଲିବା ପରେ ଯନ୍ତ୍ରଟି ନିଜକୁ ନିଜେ ବନ୍ଦ ହୋଇଗଲା
অন্যান্য ভাষায় অনুবাদ :
অর্থ : ପ୍ରବାହିତ ହେବା
উদাহরণ :
ନଦୀରେ ଡଙ୍ଗା ଚାଲୁଛି
অন্যান্য ভাষায় অনুবাদ :
অর্থ : କୌଣସି କାର୍ଯ୍ୟରେ ଅଗ୍ରସର ହେବା
উদাহরণ :
ଆମକୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ହେବ
সমার্থক : ଆଗକୁ ବଢିବା
অন্যান্য ভাষায় অনুবাদ :
অর্থ : ଆଚରଣ କିମ୍ବା ବ୍ୟବହାରରେ ହେବା ବା ଆସିବା ବା ପ୍ରୟୋଗ କଲେ ଆଶାନୁରୂପ କାମ କରିବା
উদাহরণ :
ମୋର ଦଶ ବର୍ଷର ପୁରୁଣା କାର ଆଜି ମଧ୍ୟ ଚାଲୁଅଛି
সমার্থক : ଉପଯୋଗରେ ଆସିବା, କାମ କରିବା
অন্যান্য ভাষায় অনুবাদ :
आचरण या व्यवहार में होना या आना या प्रयोग करने पर आशानुरूप काम करना।
मेरी दस साल पुरानी कार आज भी चल रही है।অর্থ : ସମ୍ବନ୍ଧ, ବ୍ୟବହାର ଆଦି ଠିକ୍ ଭାବରେ ଚାଲିବା
উদাহরণ :
ଦେଖ, ମିଥ୍ୟା ଆଧାରରେ ନିର୍ମିତ ସମ୍ବନ୍ଧ କେତେଦିନ ଚାଲିବ
সমার্থক : ନିର୍ବାହିତ ହେବା
অন্যান্য ভাষায় অনুবাদ :
অর্থ : ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା
উদাহরণ :
ପିଲାଟି ଢଳି ଢଳି ଚାଲୁଛି
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁ ଆଦିର ପ୍ରଚଳନରେ ଆସିବା
উদাহরণ :
ତୁଗଲକ ସମୟରେ ତାଙ୍କ ନାମରେ ମୁଦ୍ରା ପ୍ରଚଳିତ ହୋଇଥିଲା
সমার্থক : ପ୍ରଚଳିତ ହେବା
অন্যান্য ভাষায় অনুবাদ :
किसी वस्तु आदि का प्रचलन में आना।
तुगलक के समय में उसके नाम के सिक्के चले।অর্থ : ଶୀଘ୍ର ଖରାପ ବା ନଷ୍ଟ ନ ହେବା ବା କାମରେ ଆସିବା
উদাহরণ :
ଭଲ କମ୍ପାନୀଗୁଡ଼ିକର ଉତ୍ପାଦ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିରହେ
সমার্থক : ତିଷ୍ଠି ରହିବା, ରହିବା
অন্যান্য ভাষায় অনুবাদ :
অর্থ : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
উদাহরণ :
ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
সমার্থক : ଗମନ କରିବା, ଦୌଡିବା, ବିସ୍ତାରିତ ହେବା, ବିସ୍ତୃତ ହେବା, ଯିବା
অন্যান্য ভাষায় অনুবাদ :
অর্থ : ଲାଠି ଆଦିର ପ୍ରୟୋଗ ବା ପ୍ରହାର ହେବା
উদাহরণ :
ଆଜି ରାଉତ ବସ୍ତିରେ ଲାଠି ଚାଲିଲା
অন্যান্য ভাষায় অনুবাদ :