অর্থ : ବାହନ ଚଳାଇବା ବା ନିୟନ୍ତ୍ରିତ କରିବା
উদাহরণ :
ସେ କାର୍ ଚଲାଉଛି
সমার্থক : ଗତି କରାଇବା, ଚାଳନ କରିବା, ଚାଳିତ କରିବା, ପରିଚାଳିତ କରାଇବା
অন্যান্য ভাষায় অনুবাদ :
অর্থ : ଚୁନା ବା ଦାନାକୁ ପତଳା କପଡ଼ା ବା ଚାଲୁଣିଆଦିରେ ଚଲାଇ ସେଥିରୁ ଅଳିଆ ବା ମୋଟା ଅଂଶ ଅଲଗା କରିବା
উদাহরণ :
ଅଟା ଦଳିବା ପୂର୍ବରୁ ତାକୁ ଚଲାଅ ଜେଜେମା’ ଗହମ ଚଲାଉଛନ୍ତି
অন্যান্য ভাষায় অনুবাদ :
অর্থ : ସଞ୍ଚାଳନ କରିବା
উদাহরণ :
ଆପଣ ଫୋନର ସଞ୍ଚାଳନ କରନ୍ତୁ
সমার্থক : ଚଳାଇବା, ପ୍ରବର୍ତ୍ତନ କରିବା, ସଞ୍ଚାଳନ କରିବା
অন্যান্য ভাষায় অনুবাদ :
অর্থ : ଏପରି କିଛି କଲେ କୌଣସି ବସ୍ତୁ କାମ କରେ
উদাহরণ :
ସେ ସିଲେଇ ମେସିନ୍ ଚଲାଉଛି ବଢ଼େଇ ଭଅଁର ଚଲାଉଛି
সমার্থক : କାର୍ଯ୍ୟକ୍ଷମ କରାଇବା, ଗତିଯୁକ୍ତ କରାଇବା, ଗତିଶୀଳ କରାଇବା, ପରିଚାଳିତ କରାଇବା
অন্যান্য ভাষায় অনুবাদ :
অর্থ : ବାଧା ବା ହସ୍ତକ୍ଷେପବିନା ଜାରି ରଖିବା ବା ଚାଲୁରହିବା
উদাহরণ :
ଏହି କାମକୁ ଚାଲିବାକୁ ଦିଅନ୍ତୁ
সমার্থক : ଚାଲିବାକୁ ଦେବା, ଚାଲୁରହିବା, ଜାରି ରଖିବା, ପରିଚାଳିତ କରିବା
অন্যান্য ভাষায় অনুবাদ :
অর্থ : ବାଧ୍ୟକରି ବା ପ୍ରଭାବ ପକାଇ ଚଲାଇବା
উদাহরণ :
ସିପାହୀମାନେ କଏଦୀମାନଙ୍କୁ ସହରଦେଇ ମାର୍ଚ୍ଚ କରାଉଥିଲେ
সমার্থক : ମାର୍ଚ୍ଚ କରାଇବା
অন্যান্য ভাষায় অনুবাদ :
*बाध्य करके या दबाव डालकर चलाना।
सिपाही कैदियों को शहर से होकर मार्च करा रहे हैं।অর্থ : ଚାଲିବାରେ ପ୍ରବୃତ୍ତ କରିବା
উদাহরণ :
ସେ ଛୁଆର ହାତ ଧରିକରି ଚଲାଉଛି
অন্যান্য ভাষায় অনুবাদ :
অর্থ : ପବନରେ ଏପଟ ସେପଟ ହଲିବା
উদাহরণ :
ପ୍ରତିଦ୍ୱନ୍ଦୀ ଆଘାତ କରିବା ପୂର୍ବରୁ ଖଣ୍ଡା ବୁଲାଉଥିଲେ
অন্যান্য ভাষায় অনুবাদ :