অর্থ : ଖୋଲିବାର ପ୍ରକ୍ରିୟା
উদাহরণ :
ଏହି ମହଲର ଦରୱାଜା ଖୋଲିବା ସହଜ ନୁହେଁ
অন্যান্য ভাষায় অনুবাদ :
অর্থ : ବାନ୍ଧିବା ବା ଯୋଡ଼ୁଥିବା ବସ୍ତୁକୁ ହଟାଇବା
উদাহরণ :
ମୋ ଧୋତି ଖୋଲିଗଲାଆପଣଙ୍କ କମିଜର ବୋତାମ ଖୋଲିଗଲା
সমার্থক : ଖୋଲିଯିବା
অন্যান্য ভাষায় অনুবাদ :
অর্থ : କଂପ୍ୟୁଟରରେ କୌଣସି ଫାଇଲ ଆଦି ଖୋଲିବା
উদাহরণ :
ଆପଣ ପ୍ରଥମେ ଗୋଟିଏ ଫାଇଲ୍ ଖୋଲନ୍ତୁ
সমার্থক : ଆରମ୍ଭ କରିବା, ଓପନ କରିବା
অন্যান্য ভাষায় অনুবাদ :
Display the contents of a file or start an application as on a computer.
openঅর্থ : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
উদাহরণ :
ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
সমার্থক : ଛାଡ଼ିବା, ବନ୍ଧନରୁ ମୁକ୍ତ କରିବା, ମୁକ୍ତ କରିବା
অন্যান্য ভাষায় অনুবাদ :
अपनी पकड़ से अलग या बंधन से मुक्त करना।
उसने पिंजरे में बंद पक्षियों को आज़ाद किया।অর্থ : ପ୍ରଚଳିତ ହେବା ବା କାମରେ ଆସି ଲାଗିବା
উদাহরণ :
ନୂଆ ରାଜପଥ ଏବେ ସାଧାରଣ ଲୋକଙ୍କ ପାଇଁ ବି ଖୋଲିଗଲାଣି
অন্যান্য ভাষায় অনুবাদ :
অর্থ : କୌଣସି ବନ୍ଦୀ କିମ୍ବା ଫସିଥିବା ବସ୍ତୁର ଅଲଗା ହେବା
উদাহরণ :
ମାଛ ଜାଲରୁ ଖୋଲିଗଲା
সমার্থক : ଅନ୍ମୁକ୍ତ ହେବା, ଆଜାଦ ହେବା, ବନ୍ଧନ ମୁକ୍ତ ହେବା, ମୁକ୍ତ ହେବା
অন্যান্য ভাষায় অনুবাদ :
किसी बँधी या फँसी हुई वस्तु का अलग होना।
मछली जाल से छूट गई।অর্থ : ପିନ୍ଧା ବସ୍ତୁକୁ ଖୋଲିବା
উদাহরণ :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
সমার্থক : ଉତାରିବା, ବାହାର କରିବା
অন্যান্য ভাষায় অনুবাদ :
অর্থ : ମରାମତି ଆଦି କରିବାପାଇଁ ଯନ୍ତ୍ରାଂଶଗୁଡ଼ିକ ଅଲଗା କରିବା
উদাহরণ :
ଏହି ମିସ୍ତ୍ରୀ ଏଠାରେ ମୋ ଗାଡ଼ିର ଇଞ୍ଜିନ୍ ଖୋଲିଛି
সমার্থক : ଅଲଗା କରିବା
অন্যান্য ভাষায় অনুবাদ :
অর্থ : ଗୁପ୍ତ ବା ଗୂଢ଼ କଥା ପ୍ରକଟ ବା ସ୍ପଷ୍ଟ କରିବା
উদাহরণ :
ସେ ନିଜ ପ୍ରେମ ବିବାହର ଗୋପନ କଥା ପ୍ରକାଶ କଲାସାମ୍ବାଦିକମାନେ ସହରର କଥାକଥିତ ପ୍ରତିଷ୍ଠିତ ଲୋକମାନଙ୍କ ମୁଖା ଖୋଲିଦେଲେ
সমার্থক : ଉନ୍ମୋଚିତ କରିବା, ପର୍ଦାଫାଶ କରିବା, ପ୍ରକାଶ କରିବା
অন্যান্য ভাষায় অনুবাদ :
किसी की गुप्त या गूढ़ बात प्रकट या स्पष्ट करना।
उसने अपने प्रेम विवाह का राज खोला।অর্থ : ନୂଆ ପ୍ରକାରେ ଆରମ୍ଭ କରିବା
উদাহরণ :
ପଡ଼ୋଶୀ ଆଉ ଗୋଟିଏ ବାସନର ଦୋକାନ ଖୋଲିଲେ
সমার্থক : ଆରମ୍ଭ କରିବା
অন্যান্য ভাষায় অনুবাদ :
नए सिरे से आरम्भ करना।
पड़ोसी ने बरतन की एक और दुकान खोली।অর্থ : ବ୍ୟାଙ୍କ ଆଦିରେ ଖାତା ଆରମ୍ଭ କରିବା
উদাহরণ :
ଏଠିକାର ସମସ୍ତ କର୍ମଚାରୀ କାନାଡ଼ା ବ୍ୟାଙ୍କରେ ଖାତା ଖୋଲିଛନ୍ତି
অর্থ : କୌଣସି ଉପକରଣର ମରାମତି ଆଦି ନିମନ୍ତେ ଅଂଶଗୁଡ଼ିକୁ ଅଲଗା କରିବା
উদাহরণ :
ଘଡି ସଜାଡ଼ିବାବାଲା ଘଡ଼ିରେ ବେଟେରି ପକାଇବା ପାଇଁ ତାକୁ ଖୋଲିଲେ
অন্যান্য ভাষায় অনুবাদ :
किसी उपकरण का मरम्मत आदि के लिए उसके पुरज़े अलग करना।
घड़ीसाज ने घड़ी में बैटरी डालने के लिए उसे खोला।