অর্থ : କାହାକୁ ନିଜ ଅଧୀନ କରିବା
উদাহরণ :
ଇଂରେଜମାନେ ସର୍ବପ୍ରଥମେ ଭାରତର ଛୋଟ ଛୋଟ ରାଜ୍ୟଗୁଡ଼ିକୁ ନିଜର ଅଧୀନ କଲେ
সমার্থক : ଅଧୀନ କରିବା, ବଶକୁ ଆଣିବା
অন্যান্য ভাষায় অনুবাদ :
किसी को अपने वश में करना।
अँग्रेज़ों ने सर्वप्रथम भारत के छोटे-छोटे राज्यों को अपने अधीन किया।অর্থ : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
উদাহরণ :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
সমার্থক : ଆସିବା, ପାଇବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା, ମିଳିବା
অন্যান্য ভাষায় অনুবাদ :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।