অর্থ : ଲେଖା, ଚିତ୍ର ଆଦିର ଅବିକଳ ରୂପ ତିଆରିକରିବା
উদাহরণ :
ବିଦ୍ୟାର୍ଥୀମାନେ କଳାପଟା ଉପରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକୁ ନିଜ ଖାତାରେ ଉତାରିଲେ
সমার্থক : ନକଲକରିବା, ପ୍ରତିରୂପକରିବା
অন্যান্য ভাষায় অনুবাদ :
लिखावट,चित्र आदि का जैसा है वैसा ही रूप बनाना।
विद्यार्थी ने श्यामपट्ट पर लिखे प्रश्नों को अपनी पुस्तिका में उतारा।অর্থ : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
উদাহরণ :
କଂସେଇ ଛେଳିର ଚମଡା ଉତାରୁଛି
অন্যান্য ভাষায় অনুবাদ :
Peel off the outer layer of something.
peel offঅর্থ : ନିଆଁ ଉପରେ ପଦାର୍ଥକୁ ରାନ୍ଧି ପ୍ରସ୍ତୁତ କରିବା
উদাহরণ :
ଆପଣ ପାଞ୍ଚମିନିଟ ରୁହନ୍ତୁ,ମୁଁ ସଙ୍ଗେସଙ୍ଗେ ହିଁ କିଛି ପୁରି ତିଆରିକରୁଛି
সমার্থক : ତିଆରିକରିବା
অন্যান্য ভাষায় অনুবাদ :
অর্থ : ପିନ୍ଧା ବସ୍ତୁକୁ ଖୋଲିବା
উদাহরণ :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
সমার্থক : ଖୋଲିବା, ବାହାର କରିବା
অন্যান্য ভাষায় অনুবাদ :
অর্থ : ଛାଡ଼ି ଯିବା
উদাহরণ :
ଆଜି ସକାଳେ ହିଁ ତାର ଜ୍ୱର ଛାଡ଼ିଲା ଘଣ୍ଟେ ପରେ ମନୋଜର ନିଶା ଛାଡ଼ିଲା
অন্যান্য ভাষায় অনুবাদ :