অর্থ : ଚିକିତ୍ସକର କଟାକଟି କରିବାର ଉପକରଣ
উদাহরণ :
ନର୍ସ ଶଲ୍ୟଚିକିତ୍ସକଙ୍କ ହାତକୁ ଅସ୍ତ୍ରରୁ ଗୋଟିଏ ଗୋଟିଏ କରି ଦେଉଛି
অন্যান্য ভাষায় অনুবাদ :
चिकित्सक का चीरफाड़ का उपकरण।
नर्स अस्त्रों को एक-एक करके शल्य-चिकित्सक के हाथ में दे रही है।A medical instrument used in surgery.
surgical instrumentঅর্থ : ଯେଉଁ ବ୍ୟକ୍ତିକୁ ନିଜର ଲାଭପାଇଁ ବ୍ୟବହାର କରାଯାଏ
উদাহরণ :
ସେ ମୋତେ ନିର୍ବାଚନ ସମୟରେ ଅସ୍ତ୍ରଭାବେ ବ୍ୟବହାର କଲା
সমার্থক : ହତିଆର
অন্যান্য ভাষায় অনুবাদ :
অর্থ : ଏକ ପ୍ରକାର ଅସ୍ତ୍ର ଯାହାକୁ ଶତ୍ରୁ ଉପରକୁ ଫୋପଡ଼ା ଯାଏ
উদাহরণ :
ବାଣ ଏକ ଅସ୍ତ୍ର
সমার্থক : ହତିଆର
অন্যান্য ভাষায় অনুবাদ :
A weapon that is forcibly thrown or projected at a targets but is not self-propelled.
missile, projectile