ଅର୍ଥ : କୌଣସି ବ୍ୟକ୍ତିର ପ୍ରକୃତ ବା ମୁଖ୍ୟ ନାମ ଶେଷରେ ରହୁଥିବା ଶବ୍ଦ ଯାହା ତାହାର ବଂଶ, ପରିବାର, ବୃତ୍ତିଆଦିର ସୂଚକ ହୋଇଥାଏ
ଉଦାହରଣ :
ମୋହନ ନିଜ ନାମ ସହିତ ସଂଜ୍ଞା ଲେଖୁନାହିଁ
ସମକକ୍ଷ : ଉପାଧି, କୁଳନାମ, ବଂଶନାମ, ସଂଜ୍ଞା
ଅନ୍ୟ ଭାଷାରେ ଅନୁବାଦ :
The name used to identify the members of a family (as distinguished from each member's given name).
cognomen, family name, last name, surnameଅର୍ଥ : କୌଣସି ବ୍ୟକ୍ତି, ବସ୍ତୁଆଦିର ପ୍ରକୃତ ନାମରୁ ଅଲଗା କୌଣସି ଦ୍ୱିତୀୟ ନାମ ଯାହାଦ୍ୱାରା ସେ ପ୍ରସିଦ୍ଧ ହୋଇଛନ୍ତି ବା ଡକାଯାଉଛନ୍ତି
ଉଦାହରଣ :
କବି ରାମଧାରୀ ସିଂହ ତାଙ୍କର ଉପନାମ ଦିନକର ରୂପେ ପ୍ରସିଦ୍ଧ
ଅନ୍ୟ ଭାଷାରେ ଅନୁବାଦ :