ଅର୍ଥ : କୌଣସି ପଦାର୍ଥର ଅଂଶ ଜଳୁଥିବା ବେଳେ ତାକୁ ପ୍ରଶମିତ କରିବା
ଉଦାହରଣ :
ସେ ଦୀପକୁ ଲିଭେଇଦେଲେ
ସମକକ୍ଷ : ପ୍ରଶମିତକରିବା, ଲିଭେଇବା
ଅନ୍ୟ ଭାଷାରେ ଅନୁବାଦ :
Put out, as of fires, flames, or lights.
Too big to be extinguished at once, the forest fires at best could be contained.ଅର୍ଥ : ଲେଖାଯାଇଥିବା ରେଖା, ଚିହ୍ନ ଆଦି ଘଷି ସଂପୂର୍ଣ୍ଣ ରୂପେ ସଫା କରିବା
ଉଦାହରଣ :
ଶିକ୍ଷକ କଳାପଟାରେ ଲେଖା ଯାଇଥିବା ଶବ୍ଦକୁ ଡଷ୍ଟରରେ ଲିଭାଉଥିଲେ
ଅନ୍ୟ ଭାଷାରେ ଅନୁବାଦ :
अंकित रेखा, दाग, चिन्ह आदि को इस प्रकार रगड़ना कि वह न रह जाए।
गुरुजी श्यामपट्ट पर लिखे शब्दों को डस्टर से मिटा रहे हैं।ଅର୍ଥ : ବିଦ୍ୟୁତଦ୍ୱାରା ଜଳୁଥିବା ବସ୍ତୁକୁ ବନ୍ଦ କରିବା ବା ଯେପରି କଲେ ତାହା ଜଳିବା ବା ପ୍ରଜ୍ଜ୍ୱଳିତ ହେବା ବନ୍ଦ କରେ
ଉଦାହରଣ :
ସେ ବଟନ୍ ଚିପି ବତୀ ଲିଭାଇଦେଲା
ଅନ୍ୟ ଭାଷାରେ ଅନୁବାଦ :
विद्युत से जलती हुई वस्तु को बंद करना या इस अवस्था में करना कि वह जलना या प्रकाश देना बंद कर दे।
उसने बटन दबाकर बत्ती को बुझा दिया।Cause to stop operating by disengaging a switch.
Turn off the stereo, please.ଅର୍ଥ : (ସ୍ଫୁରଣ) ରୋକିବା ବା କୌଣସି ଉପକରଣ ବା ମଧ୍ୟଭାଗରେ (ଦୋଳନ ବା ପ୍ରବାହ) ରୋକିବା
ଉଦାହରଣ :
ଇଲେକଟ୍ରିସିଆନ୍ ଖରାପ ହୋଇଥିବା ସ୍ୱିଚରୁ ବାହାରୁଥିବା ସ୍ଫୁଲିଙ୍ଗକୁ ଲିଭାଇଲେ
ସମକକ୍ଷ : ନିର୍ବାପିତ କରିବା, ନିଶ୍ଚିହ୍ନ କରିବା, ବନ୍ଦ କରିବା
ଅନ୍ୟ ଭାଷାରେ ଅନୁବାଦ :
* (इलेक्ट्रानिकी) जब प्रेरक परिपथ में विद्युत प्रवाह बंद हो तो (स्फुरण) रोकना या किसी उपकरण या घटक में (दोलन या प्रवाह) रोकना।
बिजली-मिस्त्री ने खराब स्विच से निकल रहे स्फुर्लिंग को बुझाया।Electronics: suppress (sparking) when the current is cut off in an inductive circuit, or suppress (an oscillation or discharge) in a component or device.
quenchଅର୍ଥ : ତାତିଥିବା ବସ୍ତୁକୁ ପାଣିରେ ପକାଇ ଥଣ୍ଡାକରିବା
ଉଦାହରଣ :
ଦୋକାନୀ ଚୁଲାରେ କୋଇଲାକୁ ଲିଭାଉଛି
ସମକକ୍ଷ : ନିର୍ବାପିତ କରାଇବା
ଅନ୍ୟ ଭାଷାରେ ଅନୁବାଦ :
तपी हुई वस्तु विशेषकर धातुओं को पानी या अन्य तरल पदार्थ में डालकर ठंडा करना।
लोहार औजार बुझा रहा है।