ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓହ୍ଲାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓହ୍ଲାଇବା   କ୍ରିୟାପଦ

ଅର୍ଥ : ଉପରୁ ତଳ ଆଡ଼କୁ ଆଣିବା

ଉଦାହରଣ : ମୋହନ ଟ୍ରକରୁ ଜିନିଷ ଓହ୍ଲାଉଛି

ସମକକ୍ଷ : ଉତାରିବା


ଅନ୍ୟ ଭାଷାରେ ଅନୁବାଦ :

ऊपर से नीचे की ओर लाना।

मोहन ट्रक से सामान उतार रहा है।
अवतारना, उतारना

Move something or somebody to a lower position.

Take down the vase from the shelf.
bring down, get down, let down, lower, take down

ଅର୍ଥ : ଛାଡ଼ି ଯିବା

ଉଦାହରଣ : ଆଜି ସକାଳେ ହିଁ ତାର ଜ୍ୱର ଛାଡ଼ିଲା ଘଣ୍ଟେ ପରେ ମନୋଜର ନିଶା ଛାଡ଼ିଲା

ସମକକ୍ଷ : ଉତାରିବା, ଛାଡ଼ିବା


ଅନ୍ୟ ଭାଷାରେ ଅନୁବାଦ :

उतर जाना या न रहना या किसी उच्च स्तर या स्थिति से अपने नीचे वाले सामान्य या स्वाभाविक स्तर, स्थिति आदि की ओर आना।

आज सुबह ही इसका बुखार टूटा।
घंटों बाद मनोज का नशा टूटा।
उतरना, टूटना

Wear off or die down.

The pain subsided.
lessen, subside