ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲଣ୍ଡନର ଯେଉଁ ସ୍ଥାନରେ ବାର୍ଷିକ ଅନ୍ତରାଷ୍ଟ୍ରୀୟ ଟେନିସ ଚାମ୍ପିୟାନଶିପ ଖେଳା ଯାଏ
ଉଦାହରଣ : ୱିମ୍ବଲଡ଼ନ ଗୋଟିଏ ଉପନଗର
ସମକକ୍ଷ : ୱିଂବଲଡ଼ନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
लंदन में स्थित वह जगह जहाँ वार्षिक अन्तरराष्ट्रीय टेनिस चैम्पियनशिप खेला जाता है।
A suburb of London and the headquarters of the club where annual international tennis championships are played on grass courts.
ଅର୍ଥ : ପ୍ରତି ବର୍ଷ ଆୟୋଜିତ ହେଉଥିବା ଗୋଟିଏ ବହୁତ ପୁରୁଣା ଏବଂ ପ୍ରସିଦ୍ଧ ଟେନିସ ଚାମ୍ପିୟାନଶିପ
ଉଦାହରଣ : ୱିମ୍ବଲଡ଼ନ ନାମକ ସ୍ଥାନର ଘାସ ପଡ଼ିଆରେ ୱିମ୍ବଲଡ଼ନ ଖେଳାଯାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक बहुत ही पुरानी और प्रसिद्ध टेनिस चैम्पियनशिप जिसका आयोजन हर साल होता है।
ସଂସ୍ଥାପନ କରନ୍ତୁ