ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅଶୀ ଆଉ ଦଶ ମିଶି ମିଳୁଥିବା ସଂଖ୍ୟା
ଉଦାହରଣ : ନବେରୁ ପାଞ୍ଚ ଫେଡ଼ିଲେ ଆଉ କେତେ ରହିବ?
ସମକକ୍ଷ : 90, ନବେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
अस्सी और दस के योग से प्राप्त संख्या।
The cardinal number that is the product of ten and nine.
ଅର୍ଥ : ଅଶୀ ଏବଂ ଦଶ
ଉଦାହରଣ : ବସରେ ନବେ ଜଣ ଲୋକ ଥିଲେ
ସମକକ୍ଷ : ନବେ
अस्सी और दस।
Being ten more than eighty.
ସଂସ୍ଥାପନ କରନ୍ତୁ