ଅର୍ଥ : ଗଣିଲାବେଳେ ଅଣଚାଳିଶି ସ୍ଥାନରେ ଆସୁଥିବା ସଂଖ୍ୟା
ଉଦାହରଣ :
ମାନସୀର ଊନଚତ୍ୱାରିଂଶତ୍ତମ ବର୍ଷଟି ଭଲରେ କଟିଲା
ସମକକ୍ଷ : ଊନଚତ୍ୱାରିଂଶତ୍ତମ
ଅନ୍ୟ ଭାଷାରେ ଅନୁବାଦ :
गणना में उनतालीस के स्थान पर आनेवाला।
मानसी का उनतालीसवाँ साल बहुत अच्छा रहा।