ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହେଲମେଟ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହେଲମେଟ୍   ବିଶେଷ୍ୟ

ଅର୍ଥ : ମୁଣ୍ଡକୁ ଆଘାତରୁ ରକ୍ଷା କରିବା ପାଇଁ ପିନ୍ଧା ଯାଉଥିବା ଧାତୁ ତିଆରି ଏକ ମଝବୁତ ଟୋପି

ଉଦାହରଣ : ମୋଟର ସାଇକେଲ୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ଅନିବାର୍ଯ୍ୟ କରାଯାଇଛି

ସମକକ୍ଷ : ଶିରସ୍ତ୍ରାଣ


ଅନ୍ୟ ଭାଷାରେ ଅନୁବାଦ :

सिर को चोट लगने से बचाने के लिए पहना जाने वाला एक धातु का बना मज़बूत टोप।

मोटर-सायकल चलाने वालों के लिए हेलमेट पहनना अनिवार्य कर दिया गया है।
शिरत्रान, शिरस्त्राण, हेलमिट, हेलमेट

Armor plate that protects the head.

helmet