ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହେମଦସ୍ତାରେ ଭର୍ତ୍ତି ହୋଇଥିବା ଧାନଆଦିକୁ କୁଟିବାପାଇଁ ବ୍ୟବହୃତ ଲମ୍ବା ମୋଟା ଦଣ୍ଡା
ଉଦାହରଣ : ମା ହେମଦସ୍ତାରେ ମୂଷଳଦ୍ୱାରା ଚୂନା କୁଟୁଛନ୍ତି
ସମକକ୍ଷ : ମୂଷର, ମୂଷଳ, ହେମଦସ୍ତା ପୁଆ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह लंबा, मोटा डंडा जिससे ओखल में डाले हुए धान आदि को कूटते हैं।
ସଂସ୍ଥାପନ କରନ୍ତୁ