ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୁଣ୍ଡି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୁଣ୍ଡି   ବିଶେଷ୍ୟ

ଅର୍ଥ : ଯେଉଁ ପାତ୍ରରେ ଦାନ ଆକାରରେ ଟଙ୍କାପଇସା ରଖାଯାଏ ବା ପକାଯାଏ

ଉଦାହରଣ : ସେ ମନ୍ଦିର ହୁଣ୍ଡିରେ ଶହେ ଟଙ୍କା ପକାଇଲେ

ସମକକ୍ଷ : ଦାନପାତ୍ର, ଦାନବାକ୍ସ


ଅନ୍ୟ ଭାଷାରେ ଅନୁବାଦ :

वह पात्र या आधार जिसमें दान के पैसे रखे या डाले जाते हैं।

उसने मंदिर के दान-पात्र में सौ रूपये डाले।
दान पात्र, दान-पात्र

ଅର୍ଥ : ମହାଜନଠାରୁ କରଜ ନେବା ସମୟରେ ତାଙ୍କ ଦ୍ବାରା ଦିଆଯାଇଥିବା ଦସ୍ତାବିଜ ଯେଉଁଥିରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଋଣ ପରିଶୋଧ କରିବା ଆବଶ୍ୟକ ଥିବାକଥା ଲେଖାହୋଇଥାଏ

ଉଦାହରଣ : ହୁଣ୍ଡିର ହିସାବରେ ରାମକୁ ନିଜର କରଜ ବାବଦରେ ଚକ୍ରବୃଦ୍ଧି ସୁଧହାରରେ ପରିଶୋଧ କରିବାକୁ ପଡିବ

ସମକକ୍ଷ : ହୁଂଡି


ଅନ୍ୟ ଭାଷାରେ ଅନୁବାଦ :

महाजन से कर्ज लेने पर उसके द्वारा दिया हुआ वह दस्तावेज जिस पर यह लिखा होता है कि अमुक समय के अंदर ब्याज के साथ इस कर्ज को चुकाना आदि आवश्यक है।

हुंडी के हिसाब से रामू को अपना कर्ज चक्रवृद्धि ब्याज की दर से चुकाना है।
हुंडी, हुण्डी

ଅର୍ଥ : ଲୁହା ବା କାଠ ବାକ୍ସ ଯାହା ସର୍ବସାଧାରଣ ସ୍ଥାନ ଆଦିରେ ଦାନ ପଇସା ପକାଇବାପାଇଁ ରଖାଯାଇଥାଏ

ଉଦାହରଣ : ସେ ଦାନପାତ୍ରରେ ଶହେ ଟଙ୍କା ପକେଇଲେ

ସମକକ୍ଷ : ଦାନପାତ୍ର, ଦାନବାକ୍ସ


ଅନ୍ୟ ଭାଷାରେ ଅନୁବାଦ :

लोहे या लकड़ी का वह बक्सा जो सार्वजनिक स्थानों आदि पर दान के पैसे डालने के लिए होता है।

उसने दानपात्र में सौ रुपए डाले।
दानपात्र, दानपेटी