ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୁଂଡି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୁଂଡି   ବିଶେଷ୍ୟ

ଅର୍ଥ : ମହାଜନଠାରୁ କରଜ ନେବା ସମୟରେ ତାଙ୍କ ଦ୍ବାରା ଦିଆଯାଇଥିବା ଦସ୍ତାବିଜ ଯେଉଁଥିରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଋଣ ପରିଶୋଧ କରିବା ଆବଶ୍ୟକ ଥିବାକଥା ଲେଖାହୋଇଥାଏ

ଉଦାହରଣ : ହୁଣ୍ଡିର ହିସାବରେ ରାମକୁ ନିଜର କରଜ ବାବଦରେ ଚକ୍ରବୃଦ୍ଧି ସୁଧହାରରେ ପରିଶୋଧ କରିବାକୁ ପଡିବ

ସମକକ୍ଷ : ହୁଣ୍ଡି


ଅନ୍ୟ ଭାଷାରେ ଅନୁବାଦ :

महाजन से कर्ज लेने पर उसके द्वारा दिया हुआ वह दस्तावेज जिस पर यह लिखा होता है कि अमुक समय के अंदर ब्याज के साथ इस कर्ज को चुकाना आदि आवश्यक है।

हुंडी के हिसाब से रामू को अपना कर्ज चक्रवृद्धि ब्याज की दर से चुकाना है।
हुंडी, हुण्डी