ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୀରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୀରା   ବିଶେଷ୍ୟ

ଅର୍ଥ : ଏକ ବହୁମୂଲ୍ୟ ରତ୍ନ ଯାହା ଉଜ୍ୱଳ ଓ ଖୁବ୍‌ ଶକ୍ତ

ଉଦାହରଣ : ହୀରା ଜଡ଼ିତ ଆଭୂଷଣ ଖୁବ ମୂଲ୍ୟବାନ

ସମକକ୍ଷ : ହୀରକ


ଅନ୍ୟ ଭାଷାରେ ଅନୁବାଦ :

एक बहुमूल्य रत्न जो चमकीला और बहुत कठोर होता है।

हीरे जड़ित आभूषण बहुत महँगे होते हैं।
अभेद्य, अलमास, अविक, अशिर, आबगीन, कुलिश, वज्र, वज्रसार, वरारक, वराहक, हीर, हीरक, हीरा

A transparent piece of diamond that has been cut and polished and is valued as a precious gem.

diamond

ଅର୍ଥ : କୌଣସି ବସ୍ତୁ ଭିତରର ମୂଳ ତତ୍ତ୍ୱ ବା ସାରାଂଶ

ଉଦାହରଣ : କେତେକ ଗଛଲତାର ଅର୍କ ବହୁମୂଲ୍ୟ ରତ୍ନ ବିଶେଷ ହୋଇଥାନ୍ତି

ସମକକ୍ଷ : ବହୁମୂଲ୍ୟ ରତ୍ନ ବିଶେଷ


ଅନ୍ୟ ଭାଷାରେ ଅନୁବାଦ :

किसी वस्तु के अंदर का मूल तत्व या सार भाग।

कुछ वनस्पतियों के अर्क उनके हीर होते हैं।
हीर

Any substance possessing to a high degree the predominant properties of a plant or drug or other natural product from which it is extracted.

essence