ଅର୍ଥ : ଯେଉଁ ଅଧିକାରୀଙ୍କ ତତ୍ତ୍ବାବଧାନରେ କୌଣସି କାର୍ଯାଳୟର ଅଭିଲେଖ ଆଦି ରହିଥାଏ
ଉଦାହରଣ :
ରାମ ନାରାୟଣ ଷ୍ଟେଟ୍ ବ୍ୟାଙ୍କରେ ଅଭିଲେଖପାଳ ଥିଲେ
ସମକକ୍ଷ : ଅଭିଲେଖପାଳ, ଆକାଉଣ୍ଟାଟ୍
ଅନ୍ୟ ଭାଷାରେ ଅନୁବାଦ :
वह अधिकारी जिसकी देख-रेख में किसी कार्यालय के अभिलेख आदि रहते हों।
राम नारायण स्टेट बैंक में अभिलेखापाल थे।