ଅର୍ଥ : ଯେଉଁଠି ଶେଷରେ ହାଡ଼ ମାତ୍ର ରହିଯାଇଛି
ଉଦାହରଣ :
ଦୁଇତିନିମାସ ଖାଦ୍ୟ ଗ୍ରହଣ ନକରିବା ଫଳରେ ତା ବୁଢୀମା’ର ଦେହ ହାଡ଼ମୟ ହୋଇଯାଇଛି
ସମକକ୍ଷ :
ଅସ୍ଥିମୟ, କଙ୍କାଳସାର, କଙ୍କାଳିଆ, ହାଡ଼ୁଆ
ଅନ୍ୟ ଭାଷାରେ ଅନୁବାଦ :
जिसमें हड्डी मात्र शेष रह गयी हो।
दो-तीन महीने से अन्न न ग्रहण करने के कारण उसकी दादी का शरीर अस्थिमय हो गया है।
अस्थिमय,
अस्थिशेष,
हड़ीला