ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାଟ ମହାସୁଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାଟ ମହାସୁଲ   ବିଶେଷ୍ୟ

ଅର୍ଥ : ବଜାରର ଛକ ଉପରେ ଜିନିଷ ବିକ୍ରି କରୁଥିବା ଲୋକଙ୍କଠାରୁ ଯେଉଁ ମହାସୁଲ ନିଆଯାଏ

ଉଦାହରଣ : ଜଣେ ଲୋକ ହାଟଦିନ ବୁଲିବୁଲି ହାଟ ମହାସୁଲ ଆଦାୟ କରୁଥିଲା

ସମକକ୍ଷ : ତହବାଜାରୀ


ଅନ୍ୟ ଭାଷାରେ ଅନୁବାଦ :

वह महसूल जो बाजार के चौक या पटरी पर सौदा बेचने वालों से लिया जाता है।

एक आदमी बाजार के दिन घूम-घूम कर तहबाजारी वसूल रहा था।
झूरी, तहबाज़ारी, तहबाजारी

Charge against a citizen's person or property or activity for the support of government.

revenue enhancement, tax, taxation