ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାଇଦ୍ରାବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାଇଦ୍ରାବାଦ   ବିଶେଷ୍ୟ

ଅର୍ଥ : ଭାରତର ଯେଉଁ ସହର ଆନ୍ଧ୍ରପ୍ରଦେଶର ରାଜଧାନୀ

ଉଦାହରଣ : ହାଇଦ୍ରାବାଦ ଗଲେ ଚାର୍ମିନାର୍ ଦେଖିବାକୁ ଭୁଲିବେ ନାହିଁ


ଅନ୍ୟ ଭାଷାରେ ଅନୁବାଦ :

भारत का एक शहर जो आंध्र प्रदेश प्रांत की राजधानी है।

हैदराबाद जायें तो चार मीनार देखना न भूलें।
हैदराबाद, हैदराबाद शहर, हैद्राबाद

A city in south central India in Andhra Pradesh.

hyderabad

ଅର୍ଥ : ଆନ୍ଧ୍ର ପ୍ରଦେଶର ଏକ ଜିଲ୍ଲା

ଉଦାହରଣ : ହାଇଦ୍ରାବାଦ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ହାଇଦ୍ରାବାଦ ସହରରେ ଅବସ୍ଥିତ

ସମକକ୍ଷ : ହାଇଦ୍ରାବାଦ ଜିଲ୍ଲା


ଅନ୍ୟ ଭାଷାରେ ଅନୁବାଦ :

आंध्र प्रदेश का एक जिला।

हैदराबाद जिले का मुख्यालय हैदराबाद शहर में है।
हैदराबाद, हैदराबाद जिला, हैद्राबाद

A region marked off for administrative or other purposes.

district, dominion, territorial dominion, territory

ଅର୍ଥ : ଦକ୍ଷିଣ ପାକିସ୍ତାନର ଏକ ସହର

ଉଦାହରଣ : ହାଇଦ୍ରାବାଦ ସିନ୍ଧୁ ନଦୀକୂଳରେ ଅବସ୍ଥିତ


ଅନ୍ୟ ଭାଷାରେ ଅନୁବାଦ :

दक्षिणी पाकिस्तान का एक शहर।

हैदराबाद सिंधु नदी के किनारे बसा है।
हैदराबाद, हैद्राबाद

A city in southern Pakistan on the Indus River.

hyderabad