ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଳାହଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଳାହଳ   ବିଶେଷ୍ୟ

ଅର୍ଥ : ସମୁଦ୍ର ମନ୍ଥନ ବେଳେ ସମୁଦ୍ରରୁ ବାହାରିଥିବା ପ୍ରଚଣ୍ଡ ବିଷ

ଉଦାହରଣ : ବିଶ୍ୱ କଲ୍ୟାଣପାଇଁ ଭଗବାନ ଶଙ୍କର ହଳାହଳକୁ ପିଇ ଗଲେ

ସମକକ୍ଷ : କାଳକୂଟ, କାଳକୂଟ ବିଷ, ଗରଳ, ହଳାହଳ ବିଷ


ଅନ୍ୟ ଭାଷାରେ ଅନୁବାଦ :

वह प्रचंड विष जो समुद्रमन्थन के समय समुद्र से निकला था।

भगवान शंकर विश्व कल्याण हेतु हलाहल को पी गए।
कालकूट, सिंधुविष, सिन्धुविष, हलाहल, हलाहल विष