ଅର୍ଥ : ଏକପ୍ରକାର ଖାଦ୍ୟଶସ୍ୟ ଯାହାର ଡାଲି ଖିଆଯାଏ
ଉଦାହରଣ :
ଏବର୍ଷ ହରଡ଼ ଉତ୍ପାଦନ ଭଲ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାର ଛୋଟ ଗଛ ଯାହାର ମଞ୍ଜି ଡାଲି ରୂପରେ ଖିଆଯାଏ
ଉଦାହରଣ :
ବାଲିଆ ମାଟି ହରଡ଼ ନିମନ୍ତେ ଉପଯୁକ୍ତ
ଅନ୍ୟ ଭାଷାରେ ଅନୁବାଦ :
Tropical woody herb with showy yellow flowers and flat pods. Much cultivated in the tropics.
cajan pea, cajanus cajan, catjang pea, dahl, dhal, pigeon pea, pigeon-pea plant, red gram