ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ହବନ ଯୋଗ୍ୟ ବା ଯାହାକୁ ଆହୁତି ରୂପରେ ଅଗ୍ନିରେ ପକାଯାଏ
ଉଦାହରଣ : ହବନ ଆରମ୍ଭ କରିବାପୂର୍ବରୁ ପ୍ରଥମେ ହବ୍ୟ ପଦାର୍ଥଗୁଡ଼ିକୁ ଏକତ୍ର ମିଶାଇଦିଅ
ସମକକ୍ଷ : ହବିଷ୍ୟ, ହବ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो हवन के योग्य हो या जिसे आहुति के रूप में अग्नि में डाला जाए।
ସଂସ୍ଥାପନ କରନ୍ତୁ