ଅର୍ଥ : ଏକ ପ୍ରକାରର ବଡ଼ ମାଙ୍କଡ଼ ଯାହାର ମୁହଁ କଳା ଓ ଲାଞ୍ଜ ବହୁତ ଲମ୍ବା
ଉଦାହରଣ :
ହନୁମାଙ୍କଡ଼ ପହଁରିବାରେ ନିପୁଣ
ସମକକ୍ଷ : କଳାମୁଁହାମାଙ୍କଡ଼
ଅନ୍ୟ ଭାଷାରେ ଅନୁବାଦ :
एक प्रकार का बड़ा बंदर जिसका मुँह काला और पूँछ बहुत लंबी होती है।
लंगूर तैरने में निपुण होता है।Slender long-tailed monkey of Asia.
langur