ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହଟିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ : ଠିକାଦାର ଝୁମ୍ପୁଡ଼ିଘରଗୁଡ଼ିକୁ ଗୁଣ୍ଡାମାନଙ୍କ ଦ୍ୱାରା ହଟାଇଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
हटाने का काम दूसरे से कराना।
ଅର୍ଥ : କୌଣସି ବିଷୟର ଉନ୍ମୁଳନ କରିବା ବା ସବୁଦିନ ପାଇଁ ହଟେଇଦେବା
ଉଦାହରଣ : ରାଜାରାମମୋହନ ରାୟ ସତୀପ୍ରଥାକୁ ସମାଜରୁ ହଟାଇଥିଲେ
ସମକକ୍ଷ : ଦୂରେଇବା, ମୂଳପୋଛ କରିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
उन्मूलन करना या सदा के लिए हटा देना।
Remove from memory or existence.
ସଂସ୍ଥାପନ କରନ୍ତୁ