ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହକି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହକି   ବିଶେଷ୍ୟ

ଅର୍ଥ : ଏଗାର- ଏଗାରର ଦୁଇ ଦଳରେ ଖେଳା ଯାଉଥିବା ଗୋ‍ଟିଏ ଖେଳ ଯେଉଁଥିରେ ହକି ନାମକ ଉପକରଣ ସହାୟତାରେ ବଲକୁ ମରାଯାଏ

ଉଦାହରଣ : ହକି ଭାରତର ରାଷ୍ଟ୍ରୀୟ ଖେଳ


ଅନ୍ୟ ଭାଷାରେ ଅନୁବାଦ :

ग्यारह-ग्यारह के दो दलों में खेला जाने वाला एक खेल जिसमें लकड़ी के बने एक खेल उपस्कर जो कि एक तरफ टेढ़ा होता है, की सहयता से गेंद को मारते हैं।

हॉकी भारत का राष्ट्रीय खेल है।
हॉकी

ଅର୍ଥ : କାଠରେ ତିଆରି ଗୋଟିଏ ଖେଳ ଉପକରଣ ଯାହାର ଗୋଟିଏ ପାଖ ବଙ୍କା ଥାଏ ଏବଂ ଯାହାର ସହାୟତାରେ ବଲକୁ ମରାଯାଏ

ଉଦାହରଣ : ପଡିଆରେ ଖେଳାଳି ହାତରେ ହକିଷ୍ଟିକ ଧରି ବଲର ପଛରେ ଦୌଡୁଥିଲେ

ସମକକ୍ଷ : ହକିଷ୍ଟିକ


ଅନ୍ୟ ଭାଷାରେ ଅନୁବାଦ :

लकड़ी का बना एक खेल उपस्कर जो एक तरफ टेढ़ा होता है और जिसकी सहायता से गेंद को मारते हैं।

मैदान में खिलाड़ी हाथ में हॉकी लेकर गेंद के पीछे दौड़ रहे थे।
हॉकी