ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଇଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଇଜା   ବିଶେଷ୍ୟ

ଅର୍ଥ : ବାନ୍ତି ଝାଡ଼ାଯୁକ୍ତ ଏକ ଭୟଙ୍କର ସଂକ୍ରାମକ ରୋଗ

ଉଦାହରଣ : ଆଗକାଳରେ ହଇଜା ବ୍ୟାପିଲେ ଲୋକେ ଗାଁ ଛାଡ଼ି ପଳାଉଥିଲେ କାରଣ ବହୁଲୋକ ଏହି ମହାମାରୀର ଶିକାର ହେଉଥିଲେ

ସମକକ୍ଷ : ବିଶୂଚିକା, ମହାମାରୀ


ଅନ୍ୟ ଭାଷାରେ ଅନୁବାଦ :

एक घातक और संक्रामक रोग जिसमें कै होती है और दस्त आते हैं।

पुराने समय में हैज़े के फैलते ही लोग गाँव छोड़कर भागने लगते थे,क्योंकि अधिकतर लोग इस महामारी के शिकार हो जाते थे।
कालरा, कॉलरा, फस्ली, फ़स्ली, विशूचिका, हैज़ा, हैजा

An acute intestinal infection caused by ingestion of contaminated water or food.

asiatic cholera, cholera, epidemic cholera, indian cholera