ଅର୍ଥ : ଏକ ପ୍ରକାରର ସନ୍ୟାସୀ
ଉଦାହରଣ :
ହଂସଙ୍କଠାରୁ ପରମହଂସ ଶ୍ରେଷ୍ଠ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ହଂସର ପ୍ରତ୍ୟେକ ଚରଣରେ ଗୋଟିଏ ଗୋଟିଏ ଭଗଣ ଏବଂ ଦୁଇଟି ଗୁରୁ ରହିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବତକ ଭଳି ଏକ ଜଳ ପକ୍ଷୀ
ଉଦାହରଣ :
ହଂସ ମା ସରସ୍ୱତୀଙ୍କର ବାହନ
ଅନ୍ୟ ଭାଷାରେ ଅନୁବାଦ :
Stately heavy-bodied aquatic bird with very long neck and usually white plumage as adult.
swan