ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଁ   ବିଶେଷ୍ୟ

ଅର୍ଥ : କାହାର କଥା, ପ୍ରଶ୍ନ କିମ୍ବା ସଂବୋଧନର ଉତ୍ତରରେ ସଂକ୍ଷିପ୍ତ ପ୍ରତିସଂବୋଧନ ରୂପରେ କୁହାଯାଉଥିବା ସକାରାତ୍ମକ ଶବ୍ଦ

ଉଦାହରଣ : ମୋର ହଁ ଶବ୍ଦ ଶୁଣି ସେ ପ୍ରସନ୍ନ ହୋଇଗଲେ

ସମକକ୍ଷ : ଆଜ୍ଞା


ଅନ୍ୟ ଭାଷାରେ ଅନୁବାଦ :

किसी के कथन,प्रश्न या संबोधन के उत्तर में संक्षिप्त प्रतिसंबोधन के रूप में कहा जानेवाला सकारात्मक शब्द।

मेरी हाँ सुनकर वह प्रसन्न हो गया।
जी, जी हाँ, हाँ

An affirmative.

I was hoping for a yes.
yes

ହଁ   କ୍ରିୟା ବିଶେଷଣ

ଅର୍ଥ : ସହମତି ବ୍ୟକ୍ତ କରିବା ନିମନ୍ତେ

ଉଦାହରଣ : ସେ ଏଠାକୁ ଆସିବାକୁ ହଁ କରିଛି