ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱେଦଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱେଦଜ   ବିଶେଷ୍ୟ

ଅର୍ଥ : ଝାଳରୁ ଉତ୍ପନ୍ନ ହେଉଥିବା ଜୀବ

ଉଦାହରଣ : ଜୀବମାନଙ୍କର ବର୍ଗୀକରଣ ମଧ୍ୟରେ ସ୍ୱେଦଜମାନଙ୍କର ମଧ୍ୟ ଏକ ପୃଥକ ସଂଭାଗ ହୋଇପାରେ


ଅନ୍ୟ ଭାଷାରେ ଅନୁବାଦ :

पसीने से उत्पन्न होनेवाला जीव।

जीवों के वर्गीकरण के अंतर्गत स्वेदजों का भी एक अलग संभाग हो सकता है।
स्वेदज

ସ୍ୱେଦଜ   ବିଶେଷଣ

ଅର୍ଥ : ଝାଳରୁ ଉତ୍ପନ୍ନ ହେଉଥିବା

ଉଦାହରଣ : କିଛିଲୋକଙ୍କ ମତରେ ଓଡ଼ଶ,ଉକୁଣି ଆଦି ସ୍ୱେଦଜ ଜୀବ


ଅନ୍ୟ ଭାଷାରେ ଅନୁବାଦ :

पसीने से उत्पन्न होनेवाला।

कुछ लोगों के अनुसार खटमल, जूँ आदि स्वेदज जीव हैं।
स्वेदज