ଅର୍ଥ : ଯେଉଁଥିରେ କିଛି ସ୍ୱାଦ ନାହିଁ
ଉଦାହରଣ :
ଆଜିକାର ଖାଦ୍ୟ ସ୍ୱାଦହୀନ
ସମକକ୍ଷ : ଅନାସ୍ୱାଦ, ଅସ୍ୱାଦିଷ୍ଟ, ଅସ୍ୱାଦୁ, ନୀରସ, ସ୍ୱାଦୁହୀନ
ଅନ୍ୟ ଭାଷାରେ ଅନୁବାଦ :
Lacking taste or flavor or tang.
A bland diet.ଅର୍ଥ : ଚିନି, ଲୁଣ ବା ଲଙ୍କାଆଦିରୁ ଯେତିକି ପରିମାଣ ହେବା ଦରକାର ତାଠାରୁ କମ୍ ପଡ଼େ ବା ପକାଯାଇଥାଏ
ଉଦାହରଣ :
ମୋତେ ସ୍ୱାଦହୀନ ତରକାରୀ ଆଦୌ ଭାଲ ଲାଗେ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
शक्कर, नमक या मिर्च आदि की जितनी मात्रा होनी चाहिए उससे कम डला या डाला हुआ।
मुझे फ़ीकी सब्ज़ी बिल्कुल अच्छी नहीं लगती।Lacking taste or flavor or tang.
A bland diet.ଅର୍ଥ : ଯେଉଁଥିରେ ଚିନି, ଲୁଣ ବା ମରିଚଆଦି ପଡ଼ିନାହିଁ ବା ପକାଯାଇ ନାହିଁ
ଉଦାହରଣ :
ମୁଁ ନିକର ଚା’ ପସନ୍ଦ କରେ
ଅନ୍ୟ ଭାଷାରେ ଅନୁବାଦ :
Lacking taste or flavor or tang.
A bland diet.