ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱାତନ୍ତ୍ରୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱାତନ୍ତ୍ରୀୟ   ବିଶେଷ୍ୟ

ଅର୍ଥ : କାହାରି ଅଧୀନ ନହୋଇ କେବଳ ନିଜ ଅଧୀନ ବା ସ୍ୱତନ୍ତ୍ର ହେବାର ଅବସ୍ଥା ବା ଭାବ

ଉଦାହରଣ : ସେ ସ୍ୱାଧୀନତାର ଲଢ଼େଇ ଲଢ଼ୁଛି

ସମକକ୍ଷ : ସ୍ୱତନ୍ତ୍ରତା, ସ୍ୱାଧୀନତା


ଅନ୍ୟ ଭାଷାରେ ଅନୁବାଦ :

किसी दूसरे के अधीन नहीं बल्कि स्वयं अपने अधीन या स्वतंत्र होने की अवस्था या भाव।

वह स्वाधीनता की लड़ाई लड़ रहा है।
अजादी, अवसर्ग, अवसा, आज़ादगी, आज़ादी, आजादगी, आजादी, मुक्ति, स्वतंत्रता, स्वतन्त्रता, स्वातंत्र्य, स्वातन्त्र्य, स्वाधीनता

Freedom from control or influence of another or others.

independence, independency