ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱାଗତକର୍ତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱାଗତକର୍ତ୍ତା   ବିଶେଷ୍ୟ

ଅର୍ଥ : କୌଣସି ମାନ୍ୟ ଅଥବା ପ୍ରିୟ ଲୋକ ଆସିଲେ ତାଙ୍କୁ ସସମ୍ମାନରେ ଆଦର ଅଭିବାଦନ କରୁଥିବା ଲୋକ

ଉଦାହରଣ : ସ୍ୱାଗତକର୍ତ୍ତା ଆଗକୁ ଆଗେଇ ଆସି ସ୍ୱାମିଜୀଙ୍କୁ ଅଭିନନ୍ଦନ କଲେ


ଅନ୍ୟ ଭାଷାରେ ଅନୁବାଦ :

किसी मान्य अथवा प्रिय के आने पर आगे बढ़कर सादर उसका अभिवादन करने वाला व्यक्ति।

स्वागतकर्ता ने आगे बढ़कर स्वामीजी का अभिनंदन किया।
स्वागतकर्ता, स्वागती

A person who greets.

The newcomers were met by smiling greeters.
greeter, saluter, welcomer

ଅର୍ଥ : କୌଣସି କାର୍ଯ୍ୟଳୟ, ହୋଟେଲଆଦିରେ ଏହି କର୍ମଚାରୀ ଯାହାଙ୍କ ମୁଖ୍ୟକାମ ଫୋନ୍‌ର ଉତ୍ତର ଦେବା ଓ ଆଗନ୍ତୁକଙ୍କୁ ସ୍ୱାଗତ କରିବା

ଉଦାହରଣ : ହୋଟେଲରେ ପ୍ରବେଶ କରିବା ବେଳେ ହିଁ ସ୍ୱାଗତକର୍ତ୍ତା ହସିକି ଆମକୁ ସ୍ୱାଗତ କଲେ

ସମକକ୍ଷ : ସ୍ୱାଗତକାରୀ


ଅନ୍ୟ ଭାଷାରେ ଅନୁବାଦ :

किसी कार्यालय, होटल आदि में वह कर्मचारी जिसका मुख्य कार्य दूरध्वनि का जवाब देना तथा आगंतुक का स्वागत करना होता है।

होटल में प्रवेश करते ही स्वागतकर्ता ने मुस्कुराकर हमारा स्वागत किया।
रिसेप्शनिस्ट, स्वागतकर्ता, स्वागती

A person who greets.

The newcomers were met by smiling greeters.
greeter, saluter, welcomer