ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱର୍ଣ୍ଣମଖୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱର୍ଣ୍ଣମଖୀ   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାରର ଖଣିଜ ପଦାର୍ଥ

ଉଦାହରଣ : ଔଷଧଭାବରେ ସ୍ୱର୍ଣ୍ଣମଖୀର ପ୍ରୟୋଗ ହୋଇଥାଏ

ସମକକ୍ଷ : ଅସ୍ମ, ଆବର୍ତ୍ତ, ତାପୀଜ


ଅନ୍ୟ ଭାଷାରେ ଅନୁବାଦ :

A yellow copper ore (CuFeS2) made up of copper and iron sulfide.

chalcopyrite, copper pyrites

ଅର୍ଥ : ଗୋଟିଏ ପ୍ରକାରର ରେଶମ ପୋକ

ଉଦାହରଣ : ସେ ସ୍ୱର୍ଣ୍ଣମଖୀ ପାଳନ କରୁଛି

ସମକକ୍ଷ : ଅବରତ, ଆବର୍ତ୍ତ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का रेशम का कीड़ा।

वे सोनमक्खी पाले हैं।
सोनमक्खी, सोनामक्खी, सोनामाखी, स्वर्णमाक्षिक