ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱରାଜ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱରାଜ୍ୟ   ବିଶେଷ୍ୟ

ଅର୍ଥ : ଯେଉଁ ଶାସନ ପ୍ରଣାଳୀରେ କୌଣସି ଦେଶର ନିବାସୀ ନିଜ ଦେଶର ସମସ୍ତ ଶାସନ ବ୍ୟବସ୍ଥା ସ୍ୱୟଂ ତଥା କୌଣସି ବିଦେଶୀ ଶକ୍ତିର ଚାପ ବିନା କରନ୍ତି

ଉଦାହରଣ : ଆମ ଦେଶରେ ସ୍ୱରାଜ୍ୟ ଅଛି


ଅନ୍ୟ ଭାଷାରେ ଅନୁବାଦ :

वह शासन-प्रणाली जिसमें किसी देश के निवासी अपने देश का सब शासन और प्रबंध स्वयं तथा बिना किसी विदेशी शक्ति के दबाव के करते हों।

हमारे देश में स्वराज्य है।
सुराज, स्वराज, स्वराज्य