ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱଗତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱଗତ   କ୍ରିୟା ବିଶେଷଣ

ଅର୍ଥ : ମନକୁ ମନ

ଉଦାହରଣ : ସେ ସ୍ୱଗତ କହିଲା

ସମକକ୍ଷ : ମନକୁମନ


ଅନ୍ୟ ଭାଷାରେ ଅନୁବାଦ :

आप ही आप (कुछ कहना)।

उसने स्वगत कहा।
स्वगत

ସ୍ୱଗତ   ବିଶେଷଣ

ଅର୍ଥ : ନିଜେ ଆଣିଥିବା ବା ଅଣାଯାଇଥିବା

ଉଦାହରଣ : ଏହା ହେଉଛି ମୋର ନିଜସ୍ୱ ଅନୁଭବ

ସମକକ୍ଷ : ଆତ୍ମଗତ, ନିଜସ୍ୱ


ଅନ୍ୟ ଭାଷାରେ ଅନୁବାଦ :

अपने में आया या लाया हुआ।

यह मेरा आत्मगत अनुभव है।
आत्मगत, स्वगत

Innermost or essential.

The inner logic of Cubism.
The internal contradictions of the theory.
The intimate structure of matter.
inner, internal, intimate

ଅର୍ଥ : ମନରେ ହେବା ବା ଆସିବା

ଉଦାହରଣ : କବି ମହୋଦୟ ନିଜ ମନୋଗତ ଭାବକୁ କବିତା ମାଧ୍ୟମରେ ଶ୍ରୋତାମାନଙ୍କ ସମ୍ମୁଖରେ ପ୍ରକାଶ କଲେ

ସମକକ୍ଷ : ମନୋଗତ


ଅନ୍ୟ ଭାଷାରେ ଅନୁବାଦ :

मन में होने या आने वाला।

कवि महोदय ने अपने मनोगत भावों को कविता के माध्यम से श्रोताओं के सामने प्रस्तुत किया।
मनोगत, स्वगत