ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ପର୍ଶ ବର୍ଣ୍ଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ପର୍ଶ ବର୍ଣ୍ଣ   ବିଶେଷ୍ୟ

ଅର୍ଥ : ବ୍ୟାକରଣର ଯେଉଁ ବର୍ଣ୍ଣ ଉଚ୍ଚାରଣ କରିବା ସମୟରେ ଜିଭ କିଛି ଉପରକୁ ଉଠେ ଏବଂ ମୁଖର କୌଣସି ଭାଗକୁ ସ୍ପର୍ଶ କରି ଅଳ୍ପ ସମୟପାଇଁ ଶ୍ବାସରୁଦ୍ଧ କରିଦିଏ

ଉଦାହରଣ : କ ବର୍ଣ୍ଣରୁ ମ ବର୍ଣ୍ଣ ପର୍ଯ୍ୟନ୍ତ ବ୍ୟଞ୍ଜନଗୁଡିକୁ ସ୍ପର୍ଶ ବର୍ଣ୍ଣ କୁହାଯାଏ


ଅନ୍ୟ ଭାଷାରେ ଅନୁବାଦ :

व्याकरण में वह वर्ण जिसका उच्चारण करते समय जीभ कुछ ऊपर उठकर और मुख के किसी भाग को स्पर्श करते हुए बहुत थोड़े समय के लिए श्वास रोक देती है।

क से लेकर म तक के व्यंजन को स्पर्श वर्ण कहते हैं।
स्पर्श, स्पर्श अक्षर, स्पर्श वर्ण