ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ନାନ-ଘାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ନାନ-ଘାଟ   ବିଶେଷ୍ୟ

ଅର୍ଥ : ନଦୀ,ଜଳାଶୟଆଦି କୂଳରେ ତିଆରି ହୋଇଥିବା ଘାଟ ଯେଉଁଠାରେ ସ୍ନାନ କରାଯାଏ

ଉଦାହରଣ : କୁମ୍ଭମେଳା ଅବସରରେ ପ୍ରୟାଗରାଜର ସବୁ ସ୍ନାନଘାଟରେ ସ୍ନାନାର୍ଥୀମାନଙ୍କ ଭିଡ଼ ଲାଗିରହିଥାଏ

ସମକକ୍ଷ : ସ୍ନାନଘାଟ


ଅନ୍ୟ ଭାଷାରେ ଅନୁବାଦ :

नदी,जलाशय आदि के किनारे बना वह घाट जहाँ स्नान किया जाता है।

कुंभ के अवसर पर प्रयागराज में सभी स्नानघाटों पर स्नानार्थियों की भीड़ लगी रहती है।
स्नान-घाट, स्नानघाट