ଅର୍ଥ : ସ୍ନାତକ ପରେ ଦିଆଯାଉଥିବା ଶିକ୍ଷା
ଉଦାହରଣ :
ନୀଲମ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର କରୁଛି
ସମକକ୍ଷ : ପୋଷ୍ଟ ଗ୍ରାଜୁଏଟ୍
ଅନ୍ୟ ଭାଷାରେ ଅନୁବାଦ :
स्नातक और डॉक्टरेट के बीच की पढ़ाई।
नीलम दर्शनशास्त्र में स्नातकोत्तर कर रही है।ଅର୍ଥ : ସ୍ନାତକ ପରେ ପଢ଼ାପଢ଼ିସହ ସମ୍ୱନ୍ଧିତ
ଉଦାହରଣ :
ସ୍ନାତକୋତ୍ତର ଛାତ୍ରମାନେ ବିଦ୍ୟାଳୟରେ ଭଙ୍ଗାରୁଜା କଲେ
ସମକକ୍ଷ : ପୋଷ୍ଟ ଗ୍ରାଜୁଏଟ
ଅନ୍ୟ ଭାଷାରେ ଅନୁବାଦ :
स्नातक और डॉक्टरेट के बीच की पढ़ाई से संबंधित।
स्नातकोत्तर छात्रों ने विद्यालय में तोड़-फोड़ की।