ଅର୍ଥ : ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଧନ ଅଭାବ କାରଣରୁ ଏହି କାମରେ ସ୍ଥିରତା ଆସିଗଲାଣି ମନର ସ୍ଥିରତା ଶାନ୍ତି ପ୍ରଦାନ କରେ
ସମକକ୍ଷ : ଅଚଞ୍ଚଳତା, ଜଡ଼ତା, ଜଡ଼ତ୍ୱ, ନିଶ୍ଚଳତା, ପ୍ରଶାନ୍ତତା, ପ୍ରସନ୍ନତା
ଅନ୍ୟ ଭାଷାରେ ଅନୁବାଦ :
A state of no motion or movement.
The utter motionlessness of a marble statue.ଅର୍ଥ : ଦୃଢ଼ ହେବାର ଅବସ୍ଥା ବା ଭାବ
ଉଦାହରଣ :
ରାମର ଏହି କାମ ହିଁ ଆମ ସଂପର୍କରେ ଦୃଢ଼ତା ଆଣିଲା
ସମକକ୍ଷ : ଦୃଢ଼ତା
ଅନ୍ୟ ଭାଷାରେ ଅନୁବାଦ :
The trait of being resolute.
His resoluteness carried him through the battle.