ଅର୍ଥ : ଝିଅ ଆଦି ପସନ୍ଦକରି ବିବାହ ପାଇଁ ବଚନବଦ୍ଧ କରିବା
ଉଦାହରଣ :
ମୁନ୍ନାପାଇଁ ମାଆ ବାଙ୍ଗାଲୋରରେ ଝିଅଟିଏ ସ୍ଥିର କରିଛନ୍ତି
ସମକକ୍ଷ : ପକ୍କା କରିବା
ଅନ୍ୟ ଭାଷାରେ ଅନୁବାଦ :
लड़की आदि को पसंद करके विवाह के लिए वचनबद्ध करना।
मुन्ना के लिए माँ ने बंगलौर में एक लड़की रोकी है।ଅର୍ଥ : ନିର୍ଦ୍ଧାରିତ କରିବା
ଉଦାହରଣ :
ଭେଟିବାପାଇଁ ସମୟ ସ୍ଥିର କରନ୍ତୁ
ସମକକ୍ଷ : ଥୟ କରିବା, ନିର୍ଣ୍ଣୟ କରିବା, ନିର୍ଦ୍ଧାରଣ କରିବା, ନିର୍ଦ୍ଧାରିତ କରିବା, ନିଶ୍ଚିତ କରିବା
ଅନ୍ୟ ଭାଷାରେ ଅନୁବାଦ :
* निर्धारित करना।
मिलने का समय निर्धारित करें।