ଅର୍ଥ : ନିବାସ,ସମ୍ବନ୍ଧ ବା କାର୍ଯ୍ୟ ସ୍ଥାନ ଆଦି ବଦଳାଇବା
ଉଦାହରଣ :
ରମେଶ ଅନ୍ୟ ଟିମକୁ ଚାଲିଗଲା
ସମକକ୍ଷ : ଚାଲିଯିବା, ସ୍ଥାନ ପରିବର୍ତ୍ତନ କରିବା, ସ୍ଥାନାନ୍ତରଣ କରିବା
ଅନ୍ୟ ଭାଷାରେ ଅନୁବାଦ :
Change residence, affiliation, or place of employment.
We moved from Idaho to Nebraska.