ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ଥାନ ଖାଲି କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ଥାନ ଖାଲି କରିବା   କ୍ରିୟାପଦ

ଅର୍ଥ : କୌଣସି ସ୍ଥାନଆଦିକୁ ଛାଡ଼ି ଚାଲିଯିବା

ଉଦାହରଣ : ମୁଁ ବହୁତ ଶୀଘ୍ର ଏହି ସ୍ଥାନ ତ୍ୟାଗ କରିବି

ସମକକ୍ଷ : ଜାଗା ଖାଲି କରିବା, ଜାଗା ଛାଡ଼ିବା, ସ୍ଥାନ ତ୍ୟାଗ କରିବା, ସ୍ଥ୍ନାନ ପରିତ୍ୟାଗ କରିବା


ଅନ୍ୟ ଭାଷାରେ ଅନୁବାଦ :

किसी स्थान आदि को छोड़ कर चले जाना।

मैं बहुत जल्दी ही यह स्थान त्यागूँगा।
स्थान खाली करना, स्थान छोड़ना, स्थान त्यागना